ଚାନ୍ଦୀମାଲ ନାଖିଦାସ ପୁର ରାସ୍ତା ଏବେ ମରଣଜନ୍ତା ପାଲଟିଛି । ଦୀର୍ଘ ଦିନ ରୁ ଦାବି ହେଉଥିଲେ ସୁଦ୍ଧା କର୍ତ୍ତୃପକ୍ଷ କର୍ଣ୍ଣପାତ କରି ନାହାନ୍ତି ।