ବିଗତ ମାସକ ଭିତରେ ବାରିପଦା ଉପଖଣ୍ଡ ରେ ୧୪ଟ୍ରାନସଫର୍ମର ଚୋରି ହୋଇଛି।ଏଯାବତ୍ ପୋଲିସ୍ ର ହାତ ଖାଲି।ଜନତା ଙ୍କ ଭିତରେ ଅସନ୍ତୋଷ ବଢୁଛି। ଲୋକେ ହନ୍ତସନ୍ତ ହେଉଛନ୍ତି।